life science objective notes chapter 1 ( bse odisha syllabus 2020)

                                        ପୋଷଣ

  1.  ଜୀବର ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କାହା ଜରିଆରେ ହୋଇଥାଏ ?ଉ- ପୋଷଣ । 
  2. ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରେ ? ଉ-  ଆଲୋକଶ୍ଲେଷଣ
  3. ଶରୀରରେ ଖାଦ୍ୟର ଜାରଣ ବା ଦହନ ଘଟି ସେଥିରୁ ଶକ୍ତି ମୋଚିତ ହେବା କ'ଣ ଅଟେ ?ଉ- ଅପଚୟ 
  4. ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା କ'ଣ ଅଟେ ? ଉ- ଚୟ
  5. ଚୟ ଓ ଅପଚୟର ସମାହାରକୁ କ'ଣ କୁହାଯାଏ ? ଉ-ଚୟାପଚୟ  

Post a Comment

0 Comments